ସୁଇପରକୁ ମାଡ଼ ମାରିବା ଘଟଣାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନଏଏସି ଜଣେ ସୁଇପରକୁ ୱାର୍ଡ ନଂ ୧୨ରେ ଆଜି ଅଳିଆ ଆବର୍ଜନା ପକାଇବାକୁ ଯାଇଥିବା ବେଳେ ମାଡ଼ ମାରିଥିଲେ ।

ଏନେଇ ଆଜି ବିଧାୟକ ଭାସ୍କର ମଢେଇ,ଏନଏସିର ନଗରପାଳିକା ପ୍ରମିଳା ପଣ୍ଡା, ଉପାଧ୍ୟକ୍ଷା ଲିଲି ଭୋଳ, ଏନଏଏସି ଅଫିସର ,କାଉନସିଲର ସମେତ ବହୁ ବୁଦ୍ଧିଜୀବି ଯୋଗ ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes