ଅଲ୍ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଅନୁଗୁଳ ଜିଲ୍ଲା କୃଷି ଅଧିକାରୀଙ୍କୁ ଦାବିପତ୍ର କରିଛନ୍ତି।
ଏହି ଦାବି ପତ୍ରରେ ଉଲ୍ଲେଖ ଅଛି ଯେ ଚାଷ ପୁର୍ବରୁ ସବସିଡିରେ ବିହନ ଓ ସାର କୃଷି ଯନ୍ତ୍ରପାତି କିଟନାଶକ ଔଷଧ ପ୍ରତି ପଞ୍ଚାୟତ ଜରିଆରେ ଯୋଗାଇ ଦେବା, ମରୁଡିର ସ୍ଥାୟୀ ପ୍ରତିକାର କରିବା,ପ୍ରତି ବ୍ଲକରେ ଶିତଳଭଣ୍ଡାର ନିର୍ମାଣ କରିବା, ସାର ଓ କିରୋସିନି ଦାମ୍ ହ୍ରାସ କରିବା।