ସିବିଆଇ ଅଫିସରେ ଶିଳ୍ପପତି ମହିମା ମିଶ୍ର

ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ଆଜି ହାଜର ହୋଇଛନ୍ତି ଶିଳ୍ପପତି ମହିମା ମିଶ୍ର।

ଉଲ୍ଲେଖଯୋଗ୍ୟ, ଗତକାଲି ମହିମା ମିଶ୍ରଙ୍କ କଟକ ଘର ଓ ଅଫିସ ସହ ପାରାଦୀପର ଓଏସଏଲ୍ ଅଫିସ, ପାରାଦ୍ୱୀପ ବନ୍ଦରର ଗେଷ୍ଟହାଉସ ଓ ଏକ ଅଫିସରେ ସିବିଆଇର ଟିମ୍ ଚଢ଼ାଉ କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes