କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଗୋଡ଼ି ଉପର ସାହି ନିକଟରେ କୁଶେଇ ନଦୀରେ ଆଜି ଜଣେ ମହିଳ ଙ୍କ ମୃତ ଦେହ ଭାସୁଥିବାରୁ ଚାଞ୍ଚଲ୍ୟ ଖେଳିଯାଇଛି।
ଖବର ପାଇ ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି। ମହିଳାଙ୍କ ପରିଚୟ ମିଳିନାହିଁ।
Credible Local News of Odisha