ଶିଶୁ ସାମ୍ବାଦିକ ସ୍ଵତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ୟୁନିସେଫ୍ ସହାୟତାରେ କେନ୍ଦୁଝର ଠାରେ ଶିଶୁ ସାମ୍ବାଦିକ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।

ପିକକ ଅନୁଷ୍ଠାନ ପକ୍ଷରୁ ଧରିତ୍ରୀ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଛାତ୍ରୀଛାତ୍ରମାନେ ଯୋଗ ଦେଇ ଶିଶୁ ସାମ୍ବାଦିକତା ବିଷୟରେ ଜ୍ଞାନ ଆରୋହଣ କରିବା ସହ ଶିଶୁ ଅଧିକାର ବିଷୟରେ ଆଲୋଚନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes