ସିଏମସି କାଉନ୍‌ସିଲ୍‌ ବୈଠକରେ ହଟ୍ଟଗୋଳ, ବୈଠକ ଅଧାରୁ ବନ୍ଦ

କଟକ ମହାନଗର ନିଗମ ବୈଠକରେ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି କର୍ପୋରେଟର ହୋହଲ୍ଲା କରିଥିଲେ।

କର୍ପୋରେଟରମାନେ ତଳେ ଧାରଣା ଦେବା ସହ ମେୟରଙ୍କ ମନମାନି ବିରୋଧରେ ନାରାବାଜି କରିଥିଲେ। ଫଳରେ ଅଧାରୁ ବନ୍ଦ ରହିଲା ବୈଠକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes