ଆସନ୍ତା ୨୭ରେ ଓଷ୍ଟାର ରାଜ୍ୟ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ହେବ

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, କେନ୍ଦୁଝର ପକ୍ଷରୁ କେନ୍ଦୁଝର ଠାରେ ଆସନ୍ତା ୨୭ରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ହେବ।

ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୋର କମିଟି ଅଧ୍ୟକ୍ଷ ସଞ୍ଜୟ ବସନ୍ତ ଚକ୍ର ଯୋଗଦେଇ ରାଜ୍ୟର ପ୍ରାୟ ଦୁଇ ହଜାର ସଂଘର ସଦସ୍ୟମାନେ ସାମିଲ ହେବେ ବୋଲି କହିଥିଲେ। ୨୬ ତାରିଖରେ ରାଜ୍ୟକାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ।ଓଷ୍ଟାର ବରିଷ୍ଠ ସଦସ୍ୟ ରବୀନ୍ଦ୍ର ପଣ୍ଡା, ପ୍ରସନ୍ନ ରଥ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes