ସାଲିଆସାହିରେ ଅବକାରୀ ଓ ଫ୍ଲାଇଂ ସ୍କ୍ୱାଡ୍‌ର ଚଢାଉ

ବେଆଇନ ଦେଶୀ ମଦ ରଖିବା ଓ ବିକ୍ରି ଅଭିଯୋଗରେ ଭୁବନେଶ୍ୱର ସାଲିଆସାହିରେ ଅବକାରୀ ଓ ଫ୍ଲାଇଂ ସ୍କ୍ୱାଡ୍‌ର ରେଡ୍‌ କରି ୧୬ ଜଣଙ୍କୁ ଗିରଫ କରିଛନ୍ତି।

ରେଡ୍‌ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରି ନଷ୍ଟ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes