ସାତକୋଶିଆରେ ବଢିଲା ଘଡିଆଳ କୁମ୍ଭୀର ପ୍ରଜାତି

ଦୀର୍ଘ ୪୦ବର୍ଷ ପରେ ଲଗାତାର ଦ୍ବିତୀୟ ବର୍ଷରେ ସାତକୋଶିଆରେ ବିରଳ ୩୦ ଘଡିଆଳ କୁମ୍ଭୀର ଛୁଆ ଅଣ୍ଡାରୁ ଫୁଟିଛନ୍ତି।

ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭାଗର ନିରନ୍ତର ପ୍ରଚେଷ୍ଟାରେ ପ୍ରାକୃତିକ ଉପାୟରେ ଏହା ସମ୍ଭବ ହୋଇଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ୨୮ କୁମ୍ଭୀର ଛୁଆ ଜନ୍ମ ନେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes