ଏକ ବଳାତ୍କାର ମାମଲାର ଶୁଣାଣି କରି ଆଜି କେନ୍ଦୁଝର ପ୍ରିନ୍ସିପାଲ ମାଜିଷ୍ଟ୍ରେଟ ଜୁଭେନାଇଲ ଜଷ୍ଟିସ କୋର୍ଟ ଜଣେ ନାବାଳକକୁ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷ ପ୍ରୋବେସନରୀ ଅଫିସରଙ୍କ ତତ୍ତ୍ଵାବଧାନରେ ରହିବାକୁ ଆଦେଶ କରିଥିବା ସରକାରୀ ଆଇନଜୀବି ସଞ୍ଜୀବ ଦାସ ସୂଚନା ଦେଇଛନ୍ତି।
Credible Local News of Odisha