ସହୀଦ ମାଧୋ ସିଂଙ୍କ ଘେଁସ ସ୍ଥିତ ବାସଭବନ ବୁଲି ଦେଖିଲେ ଏଏସଆଇ ଟିମ୍

ସ୍ବାଧୀନତା ସଂଗ୍ରାମୀ ସହୀଦ ମାଧୋ ସିଂଙ୍କ ବରଗଡ଼ ଜିଲ୍ଲା ଘେଁସ ସ୍ଥିତ ବାସଭବନ କୁ ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ର ସଦସ୍ୟ ମାନେ ଆଜି ବୁଲି ଦେଖିଥିଲେ। ଘର ରକ୍ଷଣାବେକ୍ଷଣା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ଟିମ୍ ଆସି ଥିଲେ। ସେମାନେ ବିଭିନ୍ନ ଦିଗରୁ ନିରିକ୍ଷଣ କରିବା ସହ ଛାତ ଆଦି ର ସ୍ଥାୟୀତ୍ବ ସଂପର୍କରେ ପରୀକ୍ଷା ନୀରିକ୍ଷା କରିଥିଲେ।

ତାଙ୍କ ସହ କବି ପଦ୍ମଶ୍ରୀ ହଳଧର ନାଗ ଏବଂ ଅଭିମନ୍ୟୁ ସାହିତ୍ୟ ସଂସଦ ର ସଭାପତି ଅଶୋକ କୁମାର ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes