ଦେବକୁଣ୍ଡ ମଣ୍ଡଳର ବିଜେପି ସଭାପତିଙ୍କ ଦେହାନ୍ତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଦେବକୁଣ୍ଡ ମଣ୍ଡଳର ବିଜେପି ସଭାପତି ଗୌରାଙ୍ଗ ଦେହୁରୀଙ୍କର ଆଜି ଶ୍ରୀଦାମଚନ୍ଦ୍ରପୁର ସ୍ଥିତ ଘରେ ଶୋଇଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ କିଛି ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୫୧ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ କର୍ମୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ବିଜେପିର ସମସ୍ତ ନେତା ଏବଂ କର୍ମୀ ତାଙ୍କ ବାସ ଭବନରେ ପହଂଚି ତାଙ୍କ ଶେଷ ଦର୍ଶନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes