ସରକାରୀ ଜାଗାରେ ଘର କରି ବ୍ୟବସାୟ କରୁଥିଲେ କୁକୁର, ୪୦ରୁ ଉର୍ଦ୍ଧ୍ବ କୁକୁର ଉଦ୍ଧାର

ସରକାରୀ ଜାଗାରେ ଘର କରି କୁକୁର ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ୪୦ରୁ ଉର୍ଦ୍ଧ୍ବ କୁକୁରଙ୍କୁ ଉଦ୍ଧାର କରିଛି ବିଏମସି ଡଗ ସ୍କ୍ୱାଡ଼।

ବ୍ୟକ୍ତି ଜଣଙ୍କ ଲକ୍ଷ୍ମୀସାଗର ଅଂଚଳରେ ଏକ ସରକାରୀ ଜମିରେ ଘର କରି କୁକୁର ବ୍ୟବସାୟ କରୁଥିଲେ। ବିଡିଏ ବେଆଇନ ଉଚ୍ଛେଦ କରିବାକୁ ଯିବା ପରେ କୁକୁର ଦେଖି ବିଏମସିକୁ ଖବର ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes