ଭାରତୀୟ କିସାନ ସଂଘର ଜରୁରୀ ବୈଠକ ଅନୁଷ୍ଠିତ

ସୋନପୁର ଟାଉନ ହଲ ଠାରେ ଆଜି ଭାରତୀୟ କିଷାନ ସଂଘ ପକ୍ଷରୁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ରାଜ୍ୟ କିସାନ ସଂଘର ବିଭିନ୍ନ ଅଧିକାରୀ ଓ ଆଞ୍ଚଳର ଚାଷୀମାନେ ଯୋଗଦେଇ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes