ଆମ ଗାଁ ଆମ ଜମି ସୁରକ୍ଷା କମିଟି ନୂଆଗଡ଼ ପକ୍ଷରୁ ଆନ୍ଦୋଳନ ଧମକ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲ ନୂଆଗଡ ପଂଚାୟତ ପାତ୍ରପଡା ମୌଜାରେ ଜମି ପାଇଁ ହକ୍ ଉଦ୍ଦେଶ୍ଯରେ ସମୁହ ନୂଆଗଡବାସୀ ପ୍ରଶାସନକୁ ଆନ୍ଦୋଳନର ଧମକ ଦେଇଥିବା ଦେଖିବାକୁ ମିଳିଛି।

ଟାଙ୍ଗି ତହସିଲ ନୂଆଗଡ ପଂଚାୟତ ପାତ୍ରପଡା ମୌଜାରେ ଥିବା ୪୫ ଏକର ଜମି ଆମ ଗ୍ରାମବାସୀଙ୍କ ଏଥିରେ ପ୍ରଶାସନ ଯଦି ପାତର ଅନ୍ତର ନୀତି ଦେଖାଏ ତେବେ ସେମାନେ ପ୍ରତିବାଦ କରି ଜାତୀୟ ରାଜପଥ ଅବରୋଧ କରିବେ। ପରେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜେ ତେବେ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes