ରାଗିଂ କରିଥିବା ଛାତ୍ରଙ୍କୁ କଲେଜରୁ ବାହାର କରାଯିବ

ବ୍ରହ୍ମପୁରର ଏକ କଲେଜରେ ରାଗିଂ ଘଟଣାରେ ଭିଡିଓରେ ଥିବା ସମସ୍ତଙ୍କୁ
କଲେଜରୁ ବହିଷ୍କାର କରାଯିବା ନେଇ କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପୁଲିସ ଗିରଫ ୨ ଛାତ୍ରଙ୍କୁ ବହିଷ୍କାର ପାଇଁ ସୁପାରିସ କରିଥିଲା। ଘଟଣାରେ ଏବେ ସୁଦ୍ଧା ୨ ଜଣ ଛାତ୍ର ଗିରଫ ହୋଇଥିବା ବେଳେ ୩ ଜଣ ଛାତ୍ର ଅଟକ ଅଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes