ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୧ତମ ସମାବର୍ତ୍ତନ ଉତ୍ସବ

ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୧ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କୋଭିଡ ପାଇଁ ୨ ବର୍ଷ ବ୍ୟବଧାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଥିଲା।

ଏହି ଉତ୍ସବରେ କୁଳାଧିପତି ପ୍ରଫେସର ଗଣେଶି ଲାଲ ଏବଂ ମୁଖ୍ୟ ଅଥିତି ଭାବେ ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗଚି ଯୋଗ ଦେଇଥିଲେ। ଏହି ଅବସରରେ ୧୮୪ଜଣ ପିଏଚଡି ଏବଂ ପୋଷ୍ଟ ପିଏଚଡି ଡିଗ୍ରୀ ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes