ଆନ୍ଧ୍ର ମାଫିଆଙ୍କ ଜମି ଜବରଦଖଲ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଆଦିବାସୀଙ୍କ ଜମି ଦଖଲ କରିଥିବା ଆନ୍ଧ୍ର ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାର ମନୀନ୍ଦ୍ର ହନାଙ୍ଗରଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜସ୍ବ ବିଭାଗ ଅଧିକାରୀ ଦଖଲ ଓ ଗୋଚର ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes