ଆରମ୍ଭ ହେଲା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି

କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକରେ ଆଜି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଶିବିର ନୂଆକରି ଆରମ୍ଭ ହୋଇଛି । ମହିଳାଙ୍କୁ ସୁରକ୍ଷା ଦେବା ନିର୍ଯାତନାକାରୀଙ୍କୁ କଠୋର ଦଣ୍ଡ ଦେବା ଏହାର ମୁଖ୍ୟ ଉଦେଶ୍ୟ ଅଛି ବୋଲି ଜଣେ ସଦସ୍ୟ ସୂଚନା ଦେଇଛନ୍ତି ।

ସଭାନେତ୍ରୀ ଭାବରେ ରଞ୍ଜିତା ବାରିକ , ସମ୍ପାଦିକା ଶାନ୍ତିଲତା ଦାସ, ସହ ସମ୍ପାଦକ ଗୁରୁବାରୀ ହେମ୍ବ୍ରମ, କୋଷାଧ୍ୟକ୍ଷ ଭାବେ କାଜଲ ମହାନ୍ତ ପ୍ରମୁଖ ନିର୍ବାଚିତ ହୋଇ ଆରମ୍ଭ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes