ସମୁଦ୍ରରେ ଭାସି ଯାଉଥିବା ବେଳେ ଯୁବତୀ ଉଦ୍ଧାର

ଗୋପାଳପୁର ସମୁଦ୍ର ରେ ଆଜି ସନ୍ଧ୍ୟା ରେ ଜଣେ ଯୁବତୀ ଭାସି ଯାଉଥିବା ବେଳେ ଲାଇଫ ଗାର୍ଡ ଜି.ଜଗନ୍ନାଥ ଓ ସେଠାରେ ଝାଲମୁଡ଼ି ଦୋକାନୀ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଅମ୍ବୃଲାଂଶ ଯୋଗେ ବ୍ରହ୍ମପୁର ମେଡିକାଲ୍ ପଠେଇଥିଲେ।

ସୂଚନା ଯେ ଆଜି ସନ୍ଧ୍ୟାରେ ଭୁବନେଶ୍ଵର ରୁ ଆସିଥିବା ମା ଓ ଝିଅ ଓଷୀୟlନ ଇନ୍ ହୋଟେଲ ରେ ରହୁଥିଲେ।ଆଜି ସନ୍ଧ୍ୟାରେ ବର୍ଷା କମିବା ପରେ ବେଳାଭୁମି କୁ ଯାଇ ଥିବା ବେଳେ ଉଚ୍ଚ ଜୁଆର ଆସିବାରୁ ନିଜକୁ ନିୟନ୍ତ୍ରଣ ନ କରି ଭାସି ଯାଉଥିବା ବେଳେ ଉଦ୍ଧାର ହୋଇଥିଲେ। ଯୁବତୀ ଜଣକ ହେଲେ ତେଜସ୍ଵୀନି ବୟସ ୧୮ ବୋଲି ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes