ଅଟୋକୁ ଧକ୍କା ଦେଲା ଟ୍ରକ,1 ମୃତ, 4 ଆହତ

କୋରାପୁଟ ସଦର ଥାନା ଅନ୍ତର୍ଗତ ଦୟାନିଧିଗୁଡା ନିକଟରେ ଆଜି ରାତିରେ ଏକ ଅଟୋ ରିକ୍ସାକୁ ଟ୍ରକ ଧକ୍କା ଦେବାରୁ ଦୁର୍ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଆହତ ହୋଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes