ସମାଧାନ ହେବ ଚିଲିକା ମସ୍ୟଜୀବୀଙ୍କ ସମସ୍ୟା

ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଗତ ଦିନରେ ଚିଲିକା ଅଞ୍ଚଳ ପରିଦର୍ଶନ କରି ଦଳ ବୃଦ୍ଧି ଯୋଗୁ ଉତ୍ପନ୍ନ ହେଉଥିବା ସମସ୍ୟା ବିଷୟରେ ଅବଗତ ହୋଇଥିଲେ l

ଏହାଦ୍ୱାରା ଚିଲିକା ତଟବର୍ତ୍ତୀ ୫ଟି ପଞ୍ଚାୟତର ୨୫ ହଜାର ଜନ ସାଧାରଣଙ୍କ ଜୀବିକା ଜୀବନ ବ୍ୟାହତ ହୋଇଥାଏ l ଏହି ସମସ୍ୟାର ସମାଧାନ ପାଇଁ ଚିଲିକା ଉନୟନ କତୃପକ୍ଷ ଦ୍ୱାରା ୨୦କୋଟି ୭୯ ଲକ୍ଷ ବ୍ୟୟ ଅଟକଳରେ ଏକ ପ୍ରକଳ୍ପ ଯୋଜନା ପ୍ରସ୍ତୁତ କରାଯାଇଥିଲା l ଏହାର ସଫଳ ରୂପାୟନ ପାଇଁ ଆଜି ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାକ୍ଷାତ ଲାରିଥିଲେ l ମନ୍ତ୍ରୀ ସମସ୍ତ ସହଯୋଗ ପ୍ରଦାନ କରିବା କହିଥିବାରୁ ସାଂସଦ ଧନ୍ୟବାଦ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes