ବିଲ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ମାଙ୍କପଲ୍ଲୀ ଗ୍ରାମ ପାଖ ବିଲରୁ ଆଜି ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି l

ମହିଳା ଜଣଙ୍କ ତିନି ଦିନ ହେଲା ନିଖୋଜ ଥିଲେ l ପୁଲିସ ମୃତ୍ୟୁର କାରଣ ନେଇ ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes