ଆଉ ଏକ ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡା ଦୋଷମୁକ୍ତ

2012 ମସିହାରେ ରାୟଗଡା ଜିଲ୍ଳାର ମୁନିଗୁଡା ଜଙ୍ଗଲରୁ ବିପୁଳ ପରିମାଣର ଗୁଳିଗୋଳା ଓ ବିସ୍ଫୋରକ ଜବତ ହେବା ମାମଲାରେ ଆଜି ଗୁଣୁପୁର ଏଡିଜେ କୋର୍ଟ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଦୋଷମୁକ୍ତ କରିଥିବା ବରିଷ୍ଠ କିରାଣି କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes