ସନ୍ତୋଷୀ ମାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ୧୦୮ କଳସ ଯାତ୍ରା

ଡୁରା ପଥରା ଓଭର ବ୍ରିଜ ଛକ ଠାରେ ଆଜି ସନ୍ତୋଷୀ ମା ଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ୧୦୮ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।

ଆଜି ବହୁ ମହିଳା ନୂଆ ଲୁଗା ପିନ୍ଧି ଡୁରା ସ୍ଥିତ ମୁକ୍ତେଶ୍ଵର ଶିବ ମନ୍ଦିର ପୋଖରୀ ରୁ ପୂଜା ଅର୍ଚ୍ଚନା କରି ୧୦୮ କଳସ ରେ ଜଳ ଧରୀ ପଟୁଆର ରେ ବାହାରି ନଗର ପରିକ୍ରମା କରି ସନ୍ତୋସି ମା ମନ୍ଦିର ମଣ୍ଡପ ଠାରେ ପହଞ୍ଚିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes