ମହିଳା ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ତାଳିମ୍ ଅନୁଷ୍ଠିତ

ଦ ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଦ୍ୱାରା ତରଭା ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ବଘିଆ ଠାରେ ଚାଲିଥିବା ତିନିଦିନିଆ ମହିଳା ନେତୃତ୍ୱ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି l

ଫିଲଡ଼ ଟ୍ରେନର ଲକ୍ଷ୍ଣଣ କୁମାର ସା ତାଲିମ ପ୍ରଦାନ ଦେଇଥିଲେ ଏଥିରେ ସିଂହାରୀ, ବ୍ରାହ୍ମଣୀ, ବଘିଆ ଗ୍ରାମପଞ୍ଚାୟତର ନବନିର୍ବାଚିତ ମହିଳା ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡମେମ୍ବର ମାନେ ଅଂଶ ଗ୍ରହଣ କରି ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes