ଟିମ୍ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ନାଟମଣ୍ଡପ ବିମରେ ରହିଥିବା ଫାଟର ଅନୁଧ୍ୟାନ କରୁଛନ୍ତି।
ଏହା ସହ ଲଗାଯାଇଥିବା କ୍ରାକ୍ ମିଟର ରିଡିଙ୍ଗର ତର୍ଜମା ହେବ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଲୋଚନା ହେବ।
Credible Local News of Odisha