ସାଧାରଣ ପରିଷଦ ବୈଠକ , ବନ୍ଧୁ ମିଳନ ଉତ୍ସବ

ସୋନପୁର ସହର ସ୍ଥିତ ଏନଜିଓସିସି ସଭାଗୃହ ଠାରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ (ଜେଏଏସ) ପକ୍ଷରୁ ଆଜି ସାଧାରଣ ପରିଷଦ ବୈଠକ ସହ ବନ୍ଧୁ ମିଳନ ଉତ୍ସବରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ରାଜ୍ୟ ଏସ. ୟୁ. ଜେ ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାମ୍ବାଦିକ ବନ୍ଧୁଗଣ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes