ଶ୍ରୀମନ୍ଦିରରେ ନୀତି ବିଳମ୍ବ

ଗୋପାଳଭଲ୍ଲଭ ନୀତି ପାଇଁ ସେବାୟତଙ୍କ ଅନୁପସ୍ଥିତି ଯୋଗୁଁ ବିଳମ୍ବ ନୀତିକାନ୍ତି ହୋଇଥିଲା।

ପ୍ରାୟ ଦେଢ ଘଣ୍ଟା ଧରି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes