ଶୈଳେନ୍ଦ୍ର ହତ୍ୟା ଘଟଣାରେ ଫାଣ୍ଡିରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

ଶୈଳେନ୍ଦ୍ର ଜେନାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣାରେ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ବାହାଡ଼ାଝୋଲା ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି ୨ ଅଭିଯୁକ୍ତ।

ଅଭିଯୁକ୍ତ ବାପା ଭାବ ଓ ପୁଅ ଦୀପୁ ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି।ପୂର୍ବରୁ ମାମଲାରେ ଦୀପୁଙ୍କ ପତ୍ନୀ ସହ ଆଉ ଜଣେ ଗିରଫ ହୋଇଥିଲେ।
ପରକୀୟା ପ୍ରୀତି କାରଣରୁ ଘଟିଥିଲା ହତ୍ୟାକାଣ୍ଡ। ଶୈଳେନ୍ଦ୍ରଙ୍କୁ କଟକରୁ ନୟାଗଡ଼ ଡାକି ହତ୍ୟା କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes