ଷ୍ଟେସନ ଛକରୁ ଆଇଟିଆଇ ଛକ ଯାଏଁ ନୋ ମେନ୍ ଜୋନ୍ ଘୋଷିତ

ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଷ୍ଟେସନ ଛକରୁ ଆଇଟିଆଇ ଛକ ଯାଏଁ ନୋ ମେନ୍ ଜୋନ୍ ଘୋଷିତ ହୋଇଛି।

ନୋ ମେନ୍ ଜୋନ୍‌ରେ ଆସୁଥିବା ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes