ଶୀତଳଷଷ୍ଠୀ ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ

ଆଜି ସମ୍ବଲପୁର ଡିଆରଡିଏ ସମ୍ମିଳନୀ କକ୍ଷଠାରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଯାତ୍ରା କମିଟି ଓ ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଶୀତଳଷଷ୍ଠୀ ଯାତ୍ରା ସୁରୁଖୁରୁରେ ଆୟୋଜନ କରାଯିବା ଉପରେ ଆଳୋଚନା କରାଯାଇଥିଲା । ଏଥିରେ ଜିଲ୍ଲାପାଳ ,ଏସପିଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes