ସମ୍ବଲପୁରରେ ଗଣଶିକ୍ଷା ମନ୍ତ୍ରୀଙ୍କ ଵୈଠକ

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ସମ୍ବଲପୁରରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ବର୍ତମାନ ସମୟରେ ସ୍କୁଲ ମନିଟରିଂ ଆବଶ୍ୟକତା ରହିଥିବା ବେଳେ କୋଭିଡ ଯୋଗୁଁ ଦୁଇବର୍ଷ ହେଲା ପାଠପଢା ବନ୍ଦ ରହିଥିବାରୁ କିଭଳି ବର୍ତମାନ ପରିସ୍ଥିତିରେ ଠିକ ଢଙ୍ଗରେ ପାଠ ପଢାଯିବ ସେ ନେଇ ସମୀକ୍ଷା କରିଥିଲେ ।

ତେବେ ଏଥିରେ ସମ୍ବଲପୁର ଜିଲ୍ଲାପାଳ ସମସ୍ତ ବିଇଓ ଓ ଡିଇଓମାନଙ୍କ ସହ ମନ୍ତ୍ରୀ ସିଧାସଳଖ ଆଲୋଚନା କରି ସମୀକ୍ଷା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes