ରାଜ୍ୟ ସଂଗ୍ରହାଳୟରେ ମକଡ୍ରିଲ

ଭୁବନେଶ୍ବର କଳ୍ପନା ଛକ ସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ଆଜି ପୂର୍ବାହ୍ଣରେ ସଂଗ୍ରହାଳୟ ଦିବସ ଉପଲକ୍ଷେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l

ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଥିବା ଐତିହ୍ୟ, କୀର୍ତ୍ତିରାଜିକୁ କିପରି ପ୍ରାକୃତିକ ଦୁର୍ବିପାକରୁ ସୁରକ୍ଷିତ ରଖାଯାଇପାରିବ ସେ ନେଇ ଓଡ଼ିଶା ଅଗ୍ନିଶମ ସେବା ପକ୍ଷରୁ ମକଡ୍ରିଲ ହୋଇଥିଲା l ସଂଗ୍ରହାଳୟ କର୍ମଚାରୀଙ୍କୁ ଓଡ଼ିଶା ଅଗ୍ନିଶମ ସେବା ଅଧିକାରୀ ପ୍ରଶିକ୍ଷଣ ଦେଇଥିଲେ ଏବଂ ଡେମୋ ଦେଖାଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes