ଶିକ୍ଷାବିତ ପଞ୍ଚାନନ ନାୟକଙ୍କ ପରଲୋକ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ୱାର୍ଡ ନମ୍ୱର ୧ ଡଭଲା ଗ୍ରାମର ଶିକ୍ଷାବିତ ପଞ୍ଚ୍ୟାନନ ନାୟକ(୮୦) ବୁର୍ଲା ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ପରଲୋକ ଘଟିଛି l

ତାଙ୍କ ମର ଶରୀର ବିନିକା ଆସିବା ପରେ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିକଟସ୍ଥ ମହାନଦୀ ପୋଲ ତଳେ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା l ବଡପୁଅ ଗଣେଶ୍ୱର ନାୟକ ମୁଖଗ୍ନୀ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes