ଭାରସାମ୍ୟ ହରାଇ ଓଲଟିଲା କାର୍, ୫ ଆହତ

ଗଜପତି ଜିଲ୍ଲା ଆର୍.ଉଦୟିଗିରି ଥାନା ଅବାରସିଂ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଆହତଙ୍କ ମଧ୍ୟରୁ ୨ ମହିଳା ଗୁରୁତର ଥିବାବେଳେ ସମସ୍ତଙ୍କୁ ଆର୍.ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes