ଟ୍ରେନ ଧକ୍କାରେ ଜଣେ ମୃତ

ଅନୁଗୁଳ ଜିଲ୍ଲା ତାଳଚେର‌ ସଦର ଦେଉଳବେଡ଼ା ସ୍ଥିତ ରେଲୱେ ସାଇଡ଼ିଂରେ ଦେଉଳବେଡ଼ା ଗ୍ରାମର କାର୍ତ୍ତିକ ସାହୁ ଆଜି ଶୌଚ ଯିବା ସମୟରେ ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି।

ଏନେଇ ଘଟଣା ସ୍ଥଳରେ ଲୋକମାନଙ୍କ ଉତ୍ତେଜନା ଦେଖାଦେଇଥିବା ସହ ପରିବାର ଲୋକେ ଏମ୍ ସି ଏଲ କ୍ଷତିପୂରଣ ନଦେଲେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes