ଘରେ ପଶି ବନ୍ଧୁକ ଦେଖାଇ ଟଙ୍କା ଓ ଗହଣା ଲୁଟିନେଲେ ଦୁର୍ବୃତ୍ତ

ନୟାଗଡ ଜିଲ୍ଲା ଫତେଗଡ଼ ଥାନା ବିଜୟନଗରରେ ଦିନ ଦ୍ୱିପ୍ରହରରେ ଏହି ଲୁଟ୍ ଘଟଣା ଘଟିଛି।

୪ ଦୁର୍ବୃତ୍ତ ୨ ବାଇକ୍‌ରେ ଆସି ୫ ଲକ୍ଷର ଗହଣା ଓ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes