କାଷ୍ଟିଙ୍ଗ କାଉଚ ମାମଲାରେ ଅଭିନେତା ପପୁ ପମପମ ନିର୍ଦୋଷ

ଭୁବନେଶ୍ୱରରେ 2016 ମସିହାର ବହୁ ଚର୍ଚ୍ଚିତ କାଷ୍ଟିଙ୍ଗ କାଉଚ ମାମଲାରେ ଅଭିନେତା ପପୁ ପମପମ ଓ ତାଙ୍କ ସହଯୋଗୀ ଗିଟୁଙ୍କୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ନିର୍ଦ୍ଦୋଷରେ ଆଜି ଖଲାସ କରିଛନ୍ତି l

ଭୁବନେଶ୍ୱରର ଜନୈକା ନାବାଳିକାଙ୍କ ଅଭିଯୋଗ କ୍ରମେ ସେ ସମୟରେ ଉଭୟ ପପୁ ଓ ଗିଟୁ ଗିରଫ ହୋଇ ପରେ ଜାମିନରେ ଆସିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes