ପୁରୀ ଅବକାରୀ ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ ଘଟଣାରେ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ତାଙ୍କୁ ଗିରଫ କରିଛି ଭିଜିଲାନ୍ସ
ନିଶା ବେପାରୀଙ୍କରଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି। ଅଧିକାରୀ ଜଣକ କେସ ଡାଏରୀ ପ୍ରସ୍ତୁତ କରିବାକୁ ୧୮ ହଜାର ଟଙ୍କା ଦାବି କରିଥିଲେ।
Credible Local News of Odisha