କଣ୍ଟାବାଂଜୀ ବିଧାୟକ-ବଲାଙ୍ଗିର ଜିଲ୍ଲାପାଳ ମୁହାଁମୁହିଁ

ଜିଲ୍ଲା ପରିଷଦ ବୈଠକରେ ଉଭୟ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି।

ଜିଲ୍ଲାପାଳ ଫଣ୍ଡ୍ କାଟିବା ଅଭିଯୋଗ କରି ସାଲୁଜା ପାଟିତୁଣ୍ଡ କରିଥିଲେ। ଏହାର ଜବାବ ରଖିଥିଲେ ଜିଲ୍ଲାପାଳ। ଏହି ବୈଠକରେ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes