ହାତୀ ଛୁଆ ମୃତ୍ୟୁ, କାରଣ ଅସ୍ପଷ୍ଟ

କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡର କରଡ଼ା ରେଞ୍ଜ ଡେଙ୍ଗାଖମଣ ଗାଁ ନିକଟରୁ ଏକ ଛୁଆ ହାତୀର ମୃତଦେହ ଠାବ କରାଯାଇଛି ।

ମୃତ ହାତୀର ବୟସ ଆନୁମାନିକ ୩ବର୍ଷ ହେବ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes