ଲଛିପୁର ଖେଳ ପଡିଆରେ କ୍ରିକେଟ ଟୁର୍ଣ୍ଣlମେଣ୍ଟ

ଲଛିପୁର ହାଇସ୍କୁଲ ପଡ଼ିଆରେ ତିନିଦିନ ଧରି ଚାଲିଥିବା ଅନ୍ତଃ ଶ୍ରେଣୀୟ କ୍ରିକେଟ ଟୁର୍ଣ୍ଣlମେଣ୍ଟର ଉଦଯାପନ ସମାରୋହ ଆଜି ପାଳିତ ହୋଇଯାଇଛି ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରୁଣ କୁମାର ନାୟକ ଓ ଅଧ୍ୟାପକ ତଥା କର୍ମଚାରୀ ମାନେ ଉତ୍ସବରେ ସାମିଲ ହୋଇଥିଲେ। ଏହି ଟୁର୍ଣ୍ଣlମେଣ୍ଟରେ ତିନିଟି ଦଳ ଅଂଶଗ୍ରହଣ କରିଥିଲେ । (ତୁଷାର ୱାରିୟସ ) (ମାନସ ଚେଲେଞ୍ଜରସ୍) ଓ (ବିକାଶ ଷ୍ଟ୍ରlଇକର) ଏଥିରେ ତୁଷାର ୱାରିୟସ ଓ ମାନସ ଚେଲେଞ୍ଜରସ୍ ମଧ୍ୟରେ ଫାଇନାଲ ଖେଲ ହୋଇଥିଲା । ମାନସ ଚେଲେଞ୍ଜରସ୍ ବିଜୟୀ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes