ସଦର ବ୍ଲକ ଜଡିପଦା ଗ୍ରାମର ବୟୋଜ୍ୟେଷ୍ଠ ଅନ୍ନ ପୂର୍ଣା ନାୟକଙ୍କ ଦେହାନ୍ତ ରେ ଶୋକର ଛାୟା ଖେଳିଯାଇଛି।
ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ଥିଲେ ସେ ମେଲପି ସରଳ ମହିଳା ଥିଲେ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡ଼ିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟ ରେ ତାଙ୍କର ପୁଅ, ବୋହୂ, ଝିଅ, ଜ୍ବାଇଁ, ନାତି ନାତୁଣୀ ତଥା ସମ୍ପର୍କୀୟ ଉପସ୍ଥିତ ଥିଲେ।