ରେଳବାଇ ଜାଗାରୁ ଜବରଦଖଲ ଉଚ୍ଛେଦ ଜାରି

ଖୋର୍ଦ୍ଧା ରେଳ ଡିଭିଜନ ନିରାକାରପୁର ଷ୍ଟେସନ ନିକଟ ରେଳବାଇ ପରିସରରେ ଦୋକାନ ଦେଇ ଜବରଦଖଲ କରିଥିବା ଜାଗାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।

ଦିର୍ଘଦିନ ଧରି ରେଳବାଇ ପରିସରରେ ଦୋକାନ କରିଥିବା କ୍ୟାବିନ ଓ ଘରକୁ ଭାଙ୍ଗିଛି ରେଳବାଇ। ପୂର୍ବରୁ ରେଳବାଇ ପକ୍ଷରୁ ଦୋକାନ ଉଚ୍ଛେଦ ପାଇଁ ନୋଟିସ ଜାରି ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes