ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ନୂଆଁଗଡ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଦ୍ଵାରା ନୂତନ ଭାବେ ନିର୍ମିତ ହେଉଥିବା 5ଟି ସ୍କୁଲରେ ରୂପାନ୍ତରିତ କାର୍ଯ୍ୟ ଚାଲୁ ଥିବା ସମୟରେ ଭଟଲି ବିଡ଼ିଓ ଧିରେନ୍ଦ୍ର କୁମାର ସେଠି ପହଞ୍ଚି ପରିଦର୍ଶନ କରିଛନ୍ତି।
Credible Local News of Odisha