ଘରୋଇ ଯାତ୍ରୀବାହୀବସ ଦୁର୍ଘଟଣା, ୮ ଆହତ

ସାଗର ଏଣ୍ଡ ସାଗର ନାମକ ଘରୋଇ ଯାତ୍ରିବାହୀ ବସ୍‌ଟି ଭୁବନେଶ୍ୱରରୁ ଝାଡଖଣ୍ଡ କୁମାର ଡୁଙ୍ଗିକୁ ଯାଉଥିବା ବେଳେ ଗୁରୁବାର ଭୋର ସମୟରେ ମହୁଲଡିହା ଥାନା ଅନ୍ତର୍ଗତ ବାଗଦଫା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ରାସ୍ତା କଡରେ ଓଲଟି ପଡିଥିଲା ।

ଫଳରେ ବସ୍‌ ଯାତ୍ରୀମାନଙ୍କ ମଧ୍ୟରୁ ୮ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes