ରେଭ ପାର୍ଟିରେ ଚଢ଼ାଉ, ଦୁଇ ଗିରଫ

ଭୁବନେଶ୍ୱରର ଚନ୍ଦକା ଥାନାଞ୍ଚଳରେ ଗତକାଲି ରାତିରେ ଏକ ରିସର୍ଟରେ ନିଶା ସେବନ ଓ ରେଭ ପାର୍ଟି ଚାଲିଥିବା ବେଳେ ପୁଲିସ ଚଢ଼ାଉ କରିଥିଲା l
ଚଢ଼ାଉ ବେଳେ 20 କେନ ମଦ ଜବତ ହୋଇଥିବା ବେଳେ ରିସର୍ଟର ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes