ଦୁର୍ଘଟଣା ପାଇଁ ଠିକାଦାର ଓ ଏନଏଚଏଆଇ ବିରୋଧ ରେ ଥାନା ରେ ଏତଲା

ଠିକାଦାର ଙ୍କ ଅବହେଳା, ଦାୟିତ୍ବହୀନତା ତଥା ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଦୁର୍ଘଟଣା ଘଟି ଚାରି ଜଣ ଙ୍କ ଜୀବନ ହାନି ଘଟିଛି। ଏନ୍ଏଚ ୨୦ ରେ ବଡପଶି ଗ୍ରାମ ନିକଟରେ ଗୁରୁବାର ଦୁର୍ଘଟଣା ଘଟିଥିଲା। ଏଣୁ ଏନଏଚଏଆଇ ଓ ଠିକାଦାର ବିରୋଧ ରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି କରି ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହାର କପି ଏସପି ଓ ଜିଲ୍ଲାପାଳ ଙ୍କୁ ଦେଇଛନ୍ତି। କାମ ଚାଲିଥିବା ସତ୍ତ୍ୱେ କୌଣସି ସତର୍କତା ଓ ବେଗ ନିୟନ୍ତ୍ରଣ ସୂଚନା ନ ଥିବାରୁ ଦୁର୍ଘଟଣା ଘଟିଲା ବୋଲି ଘଷିପୁରା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ମହାନ୍ତ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes