ରାୟଗଡ଼ାରେ ଶିଶୁ ନିଖୋଜ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ରାୟଗଡ଼ାର ଏକ ଘରୋଇ ନର୍ସିଂ ହୋମରୁ ଶିଶୁ ନିଖୋଜ ଘଟଣାରେ
ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ନିର୍ଦ୍ଦେଶ ପରେ ଗ୍ରାମରେ ପହଞ୍ଚି ସିଡବ୍ଲୁସି ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୮ରେ ନବଜାତ ଶିଶୁ ପୁତ୍ର ଘରୋଇ ନର୍ସିଂ ହୋମ୍‌ରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes